Chinua Achebeଚିନୁଆ ଏଚିବି (୧୯୩୦-୨୦୧୩) ନାଇଜେରିଆର ଅନ୍ୟତମ କବି, ଲେଖକ, ସମାଲୋଚକ ତଥା ଆଫ୍ରିକାନ୍ ସାହିତ୍ୟର ପୁରୋଧା । ତାଙ୍କର ସାମଗ୍ରିକ କୃତୀ ପାଇଁ ୨୦୦୭ରେ ବୁକର୍ ପୁରସ୍କାରରେ ସମ୍ମାନୀତ । ତାଙ୍କ ଲିଖିତ Things Fall Apart (1958), No Longer at Ease (1960) I Arrow of God (1974)) ଉପନ୍ୟାସ ତ୍ରୀରେ କ୍ରମଶଃ ଉଜୁଡ଼ି ଯାଉଥିବା ଆଫ୍ରିକୀୟ ସମାଜ ଓ ସଂସ୍କୃତିର ବାସ୍ତବ ଚିତ୍ର ଦେଖିବାକୁ ମିଳେ । Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.