Adwaita Prasad Mohantyବ୍ୟକ୍ତିଜୀବନ, ବୃତ୍ତିଜୀବନ ସମେତ ସାହିତ୍ୟଜୀବ&2856; ଜୀଇଁଥିବା ଜଣେ ଭଲ ମଣିଷ, ଭଲ ସାଥୀ ଓ ଭଲ ସାହିତ୍ୟିକ ଭାବରେ ଅଦ୍ୱୈତ ମହାନ୍ତି ଏହି ଓଡ଼ିଆ ସାମାଜିକ ପରିମଣ୍ଡଳରେ ୧୯୪୨-୧୯୯୮ର ଜଣେ କୃତକର୍ମା ମଣିଷ ଥିଲେ । ସାହିତ୍ୟିକ ଭାବରେ ମୌଳିକ ସର୍ଜନା ସ୍ୱରୂପ ୩ଖଣ୍ଡ ଉପନ୍ୟାସ ଓ ୪ଖଣ୍ଡ ଗଳ୍ପ ଗ୍ରନ୍ଥ ଏବଂ ଗ୍ରନ୍ଥରୂପ ପାଇନଥିବା ଶତାଧିକ ପୃଷ୍ଠାର କବିତା, ପ୍ରବନ୍ଧ, ଅନୁବାଦର ସ୍ରଷ୍ଟା ଶ୍ରୀ ଅଦ୍ୱୈତ ପ୍ରସାଦ ତାଙ୍କ ସମକାଳୀନ ଓଡ଼ିଆ ସାହିତ୍ୟରେ ଯେ ଜଣେ ଅଦ୍ଭୁତ ପ୍ରତିଭା ଥିଲେ ତାହାହିଁ ଉତ୍ତରପିଢ଼ିପାଇଁ ଆକ୍ଷର ରଖିଯିବା ଏହି ଆଲେଖ୍ୟର ଉଚିତ ପ୍ରୟାସ ।ସାହିତ୍ୟ-ଜୀବନରେ ସତୀର୍ଥ ମାନଙ୍କ ସାଥୀତ୍ୱ ସହିତ ସମଧର୍ମା କନିଷ୍ଠଙ୍କ ସାରଥୀତ୍ୱ ଭୂମିକା ନିର୍ବାହରେ ଅକ୍ଳାନ୍ତ ଅଭିନିବିଷ୍ଟ ରହି ଆପଣା ସର୍ଜନାକୁ ଅବହେଳା କରିବାର ଦମ୍ଭ ଓ ସନ୍ତୋଷ ପାଉଥିବା ଜଣେ ଲେଖକ ଥିଲେ ଅଦ୍ୱୈତ ପ୍ରସାଦ ମହାନ୍ତି । Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.