Humburger Icon
Let's Explore, Bibiliophile
close menu
Bookswagon-24x7 online bookstore
close menu
My Account
Ajay Kumar Sahoo

Ajay Kumar Sahooଓଡ଼ିଆ ଭାଷା ସାହିତ୍ୟ ପାଇଁ ଡକ୍ଟର ଅଜୟ କୁମାର ସାହୁ ଜଣେ ଉଦୀୟମାନ ଯୁବ ଗବେଷକ। ସାହିତ୍ୟ ପ୍ରତି ଗଭୀର ରୁଚି ଥିବା ହେତୁ ସେ ଗଳ୍ପ, କବିତା ଓ ପ୍ରବନ୍ଧ ରଚନାରେ ମନୋନିବେଶ କରିଛନ୍ତି। ଓଡ଼ିଶାରେ ବାସ କରୁଥିବା ଜନଜାତିମାନଙ୍କର ବିଭିନ୍ନ ସମସ୍ୟା ସହିତ ସେମାନଙ୍କର ସାଂସ୍କୃତିକ ଜୀବନଚିତ୍ର ଓ ଚାଲିଚଳଣିକୁ େଇ କେତେଗୁଡ଼ିଏ ନିବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ଡକ୍ଟର ସାହୁଙ୍କ ଦ୍ୱାରା ପ୍ରକାଶିତ। ଓଡ଼ିଆ ପ୍ରବନ୍ଧ ସାହିତ୍ୟ ପ୍ରତି ଅନୁରାଗି ଡକ୍ଟର ସାହୁ ପ୍ରାବନ୍ଧିକ ଚିତ୍ତରଂଜନ ଦାସଙ୍କ ସଂପର୍କରେ ଆଲୋଚନା କରି କଳାଭୂଷଣ ଉପାଧି ପ୍ରାପ୍ତ କରିଥିବା ବେଳେ ମନୋଜ ଦାସଙ୍କ ପ୍ରବନ୍ଧ ସଂପର୍କରେ ନିବନ୍ଧ ପ୍ରସ୍ତୁତ କରି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ କଳାବିଭୂଷଣ ଉପାଧିରେ ଭୂଷିତ ହୋଇଛନ୍ତି। ବର୍ତ୍ତମାନ ଡକ୍ଟର ସାହୁ କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଅଧ୍ୟାପନାରତ। Read More Read Less

4 results found
List viewGrid view
Sort By:
1.
Swadhinata Parabarti Odia Prabandha O Prabandhika Manoj DasNR
Publisher: Black Eagle Books
No Review Yet
₹1,737
Binding:
Paperback
Release:
15 Aug 2025
Language:
Oriya
International Edition
Ships within 10-12 Days Explain..
Free Shipping in India and low cost Worldwide.
2.
Trends in Sociology56 %
No Review Yet
₹750
₹330
Binding:
Hardback
Release:
02 Jan 2008
Language:
English
Out of Stock
Notify me when this book is in stockNotify Me
3.
Tracing an Indian Diaspora
No Review Yet
₹0
Binding:
Digital (delivered electronically)
Release:
01 Aug 2008
Out of Stock
Notify me when this book is in stockNotify Me
4.
Fractured Identity40 %
Publisher: Rawat
No Review Yet
₹550
₹330
Binding:
Hardback
Release:
23 May 2003
Language:
English
Out of Stock
Notify me when this book is in stockNotify Me
No more records found
ASK VIDYA