Ajay Pradhanଅଜୟ ପ୍ରଧାନଂକ ଜନ୍ମ ୧୯୬୨ ଜୁନ୍ ୧୦ । ଚାଳିଶ ବର୍ଷରୁ ଊର୍ଦ୍ଧ୍ୱ ଏ କବିଂକ କବିତା ଓଡ଼ିଶାର ଅଗ୍ରଣୀ ସାହିତ୍ୟ ପତ୍ରପତ୍ରିକାରେ ଗଳ୍ପ କବିତା ପ୍ରକାଶିତ ହେବା ସହ ଏ ଯାବତ୍ ତାଙ୍କର ୧୦ଟି କବିତା, ଗୋଟିଏ ଗଳ୍ପ ସଂକଳନ ଓ ଗୋଟିଏ ଅନୁବାଦ ପୁସ୍ତକ(ଶିଶୁ) 'କିଏ ବେଶି ଚତୁର'(NBT) ପ୍ରକାଶ ପାଇଛି । ନିୟତ ସମକାୀନ କବି ଭାବରେ ସେ ଜ୍ଞାନଦା କବିତା ସମ୍ମାନ, ପଶ୍ଚିମା ସାହିତ୍ୟ ସମ୍ମାନ, ବସନ୍ତ ମୁଦୁଲି କବିତା ପୁରସ୍କାର, ବିଶ୍ୱମୁକ୍ତି କବିତା ସମ୍ମାନ, କମଳାକାନ୍ତ ଲେଙ୍କା କବିତା ସମ୍ମାନ, ସୁଲେଖା କବି ସମ୍ମାନ, ବ୍ରହ୍ମୋତ୍ରୀ ମହାନ୍ତି କବିତା ସମ୍ମାନ ଆଦି ପାଇଛନ୍ତି । ତାଙ୍କର କବିତା ଦୂରଦର୍ଶନ କେନ୍ଦ୍ର ଓ ଆକାଶବାଣୀ ଦ୍ୱାରା ପ୍ରସାରିତ ମଧ୍ୟ ହୋଇଅଛି । ଅଜୟ ପ୍ରଧାନ ଠାଣି, ଚାହାଣି ଓ ଚଳଣିର କବି ଭାବରେ ଓଡ଼ିଆ କବିତାରେ ବେଶ୍ ପରିଚିତ । Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.