Anil Kumar Nanda

Anil Kumar Nandaଡକ୍ଟର ଅନିଲ୍ କୁମାର ନନ୍ଦ ଆଧୁନିକ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ନମ୍ର ଉଚ୍ଚାରଣ । ଅନୁସନ୍ଧିତ୍ସା ହିଁ ତାଙ୍କ ସ୍ରଷ୍ଟା ଜୀବନର ବ୍ରତ । କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ନଦୀ ପରିବେଷ୍ଟିତ କଳମଡା ଶାସନ ଗ୍ରାମରେ ୧୯୭୫ ମସିହାରେ ତାଙ୍କର ଜନ୍ମ । ଅସୀମ ଜିଜ୍ଞାସା, ଗଭୀର ଉପଲବ୍ଧି ଏବଂ ନୂତନ ଦୃଷ୍ଟିଭଙ୍ଗୀର ଆରୋପ ହିଁ ତାଙ୍କ ସୃଷ୍ଟିର ସ୍ୱାତନ୍ତ୍ର]୍ୟ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ମଧ୍ୟ ସେ ସ୍ୱନାମଧନ୍ୟ । ଡକ୍ଟର ଅନିଲ୍ କୁମାର ନନ୍ଦଙ୍କ ସୁଚିନ୍ତିତ ଓ ଗବେଷଣାଧର୍ମୀ ଚିନ୍ତାଧାରା ପ୍ରସୂତ ଗ୍ରନ୍ଥ ହେଉଛି 'ସଂସ୍କାରଧର୍ମୀ ଓଡ଼ିଆ ନାଟକ' । Read More Read Less

2 results found
List viewGrid view
Sort By:
1.
Sanskaradharmi Odia NatakaNR
Publisher: Black Eagle Books
No Review Yet
₹1,720
Binding:
Paperback
Release:
18 Jul 2023
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
2.
Samajik Nyay ki Zamini Dastan (Itihas ka Punaravlokan)
Out of Stock
Notify me when this book is in stockNotify Me
No more records found