Filter By Category
Apurba Kumar Mohanty

Apurba Kumar Mohantyଲେଖକ ବୃତ୍ତିରେ ଜଣେ ସାମ୍ବାଦିକ । ୧୯୯୫ରେ ପ୍ରଗତିବାଦୀରେ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ । ପରେ ସେ ଇଟିଭି ଓଡ଼ିଆ, ଏମବିସି ଟିଭି, କଳିଙ୍ଗ ଟିଭିରେ କାର୍ଯ୍ୟ କରିବା ପରେ ଏବେ ନିଜସ୍ୱ ୱେବ୍ ଚ୍ୟାନେଲ୍ ତକ୍ଷକଟିଭିରେ କାର୍ଯ୍ୟ କରୁଛନ୍ତି । ଦୀର୍ଘବର୍ଷର ସାମ୍ବାଦିକତା ଭିତରେ ତାଙ୍କର ଅନେକ ଅନସନ୍ଧାନମୂଳକ ରିପୋର୍ଟ, ସାକ୍ଷାତକାର ଏବଂ ସମକାଳୀନ ପ୍ରସଙ୍ଗକୁ ନେଇ ଆଲୋଚନା ପ୍ରସାରିତ ହୋଇଛି । ସ୍ପଷ୍ଟବାଦିତା ଓ ନିର୍ଭୀକତାକୁ ସେ ଗୁରୁତ୍ୱ ଦିଅନ୍ତି । ସାମ୍ବାଦିକତା ବୃତ୍ତି ବାହାରେ ସେ ଜଣେ ସୃଜନଶୀଳ ମଣିଷ । ଗପ, ଉପନ୍ୟାସ ଲେଖିବାକୁ ଭଲ ପାଆନ୍ତି । ୧୯୯୩ରେ ତାଙ୍କର ପ୍ରଥମ ଉପନ୍ୟାସ 'ସତ୍ୟପଥେ ଧର୍ମପଥେ' ଏବଂ ୨୦୦୧ରେ ତାଙ୍କର ଦ୍ୱିତୀୟ ଉପନ୍ୟାସ 'ଗାନ୍ଧିବୁଢ଼ୀ' ପ୍ରକାଶିତ ହୋଇଛି । Read More Read Less

1 results found
List viewGrid view
Sort By:
1.
Mun Bi Maobadi2 % NR
Publisher: Black Eagle Books
No Review Yet
₹1,225
₹1,201
Binding:
Paperback
Release:
07 Feb 2025
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found