Ashok Biswalଅଶୋକ ବିଶ୍ୱାଳ ଜଣେ ଆଇ.ଏଫ୍].ଏସ୍]. ଅଧିକାରୀ। ସେ ଅରୁଣାଚଳ ପ୍ରଦେଶରେ କର୍ମ ନିଯୁକ୍ତ ଥିବା ସମୟରେ ଅରୁଣାଚଳ ପ୍ରଦେଶର ଅଭେଦ୍ୟ ଅରଣ୍ୟାଞ୍ଚଳ ବହୁବାର ଭ୍ରମଣ କରିଛନ୍ତି ତଥା ବନ ଉପରେ ନର୍ଭରଶୀଳ ଲୋକଙ୍କୁ ଅତି ପାଖରୁ ଦେଖିଛନ୍ତି । ତାଙ୍କ ଦ୍ୱାରା ଓଡ଼ିଆରେ ଲିଖିତ ପୁସ୍ତକମାନ ଯଥା ନିର୍ଜନ ପ୍ରଦେଶ (କବିତ ସଂଗ୍ରହ), ତାୱାଙ୍ଗ ପର୍ବତ ଭୂମିର ଆତ୍ମା(କବିତା ସଂଗ୍ରହ), ପକ୍ଷୀଙ୍କ ସହ ମୋ ନୂଆ ଦୁନିଆ (କବିତା ସଂଗ୍ରହ), ସୁନେଲୀ ସିଂହ, ଓଡ଼ିଶାର ଅରଣ୍ୟାନୀ ଓ ଅନ୍ୟାନ୍ୟ କାହାଣୀ, ବାଘ ଦୁନିଆର ନୀଳ ଆଲୋକ, ଅଜଣା ମଣିଷର ସନ୍ଧାନେ ଇତ୍ୟାଦି ପୁସ୍ତକ ମଣିଷ ଓ ପ୍ରକୃତିର ସମ୍ବନ୍ଧକୁ ସ୍ପଷ୍ଟ ଭାବେ ଲୋକଲୋଚନକୁ ଆଣିଛି । Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.