Humburger Icon
Let's Explore, Bibiliophile
close menu
Bookswagon-24x7 online bookstore
close menu
My Account
Indira Dash

Indira Dashଦୀର୍ଘ ଚାରିଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ନିଜ ଗପରେ ସମାଜର ସମସ୍ୟାକୁ ସାଉଁଟୁଥିବା, ଆଉଟୁଥିବା ଗାଳ୍ପିକା ଇନ୍ଦିରା ଦାଶଙ୍କର ଓଡ଼ିଆ ସାହିତ୍ୟକୁ ଅବଦାନ ଅତୁଳନୀୟ । ସରଳ ହୃଦୟସ୍ପର୍ଶୀ ଭାଷା ଓ ସାମାଜିକ ତ୍ରୁଟି-ବିଚ୍ୟୁତିର ପ୍ରତିଶ୍ରୁତିରେ ପୂର୍ଣ୍ଣ ତାଙ୍କର ଗଳ୍ପ ଓ ଉପନ୍ୟାସଗୁଡ଼ିକ । ଏହି ସଂକଳନଟି ତା୍କର କେତୋଟି ଉପନ୍ୟାସିକାକୁ ନେଇ ପ୍ରସ୍ତୁତ । ତାଙ୍କର ଗଳ୍ପ, ଉପନ୍ୟାସର ଚରିତ୍ରମାନେ ଏତେ ବଳିଷ୍ଠ ଯେ ସେମାନେ ପାଠକମାନଙ୍କୁ ଦୀର୍ଘକାଳ ଧରି ବାନ୍ଧି ରଖିପାରନ୍ତି । ସେ ଗଳ୍ପ, ଉପନ୍ୟାସ ବ୍ୟତୀତ କିଛି ଶିଶୁ ସାହିତ୍ୟ ଭ୍ରମଣ କାହାଣୀ ଓ କବିତା ମଧ୍ୟ ରଚନା କରିଛନ୍ତି । ଲେଖିକା ଦୀର୍ଘ ସମୟ ଧରି ରେଳଜୀବନ ସହିତ ଜଡ଼ିତ ଥିବା ହେତୁ ତାଙ୍କର ଅନେକ ଗଳ୍ପ ରେଳଜୀବନ ଉପରେ ଆଧାରିତ । ଏଯାବତ୍ ତାଙ୍କର ପଚିଶଖଣ୍ଡ ଗଳ୍ପ ସଂକଳନ ଓ ସାତଖଣ୍ଡ ଉପନ୍ୟାସ ପ୍ରକାଶ ପାଇଛି । ତାଙ୍କର ଅନେକ ପୁସ୍ତକ ବଙ୍ଗଳାରେ ଓ ହିନ୍ଦିରେ ଅନୂଦିତ ହୋଇଛି । ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ଓଡ଼ିଶା ଲେଖିକା ସଂସଦ ଉପନ୍ୟାସ ସମ୍ମାନ, ଅମୃତାୟନ ଗଳ୍ପ ସମ୍ମାନ, ଭୁବନେଶ୍ୱର ପୁସ୍ତକମେଳା ଗଳ୍ପ ସମ୍ମାନ, ଗଙ୍ଗାଧର ରଥ ଫାଉଣ୍ଡେସନ୍ ତରଫରୁ ବୀଣାପାଣି ମହାନ୍ତି ଗଳ୍ପ ପୁରସ୍କାର ସହିତ ଆହୁରି ଅନେକ ସମ୍ମାନ ଓ ପୁରସ୍କାରର ଅଧିକାରିଣୀ । Read More Read Less

3 results found
List viewGrid view
Sort By:
1.
Media and the Making of Viksit Bharat @2047
No Review Yet
₹3,793
Binding:
Paperback
Release:
22 May 2026
Out of Stock
Notify me when this book is in stockNotify Me
2.
Nirbana Abhisara
Publisher: Na
No Review Yet
₹247
Binding:
Hardcover
Release:
01 Jan 2012
Out of Stock
Notify me when this book is in stockNotify Me
No more records found
ASK VIDYA