Kalpana Sahooଡ. କଳ୍ପନା ସାହୁ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଢଓଗ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର୍ ରୂପେ ଅବସ୍ଥାପିତ । ସେ ଏହି ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ସ୍କୁଲ୍]ରେ Organizational Behaviour ଏବଂ ମନୋବିଜ୍ଞାନ-ସମ୍ବନ୍ଧୀୟ ବିଷୟମାନ ଶିକ୍ଷାପ୍ରଦାନ କରନ୍ତି । ସୁଖାନୁଭୂତି ସମ୍ପର୍କରେ ଗବେଷଣା କରି ସେ ତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍].ଡି. ଉପାଧି ହାସଲ କରିଛନ୍ତି । ଦୀର୍ଘ ପନ୍ଦର ବର୍ଷରୁ ଅଧିକ ସମୟର ଗବେଷଣା ଓ ଅଧ୍ୟାପନା ଅଭିଜ୍ଞତା ରହିଛି । ସୁଖାନୁଭୂତି ବ୍ୟତୀତ ଭାବ-ବୁଦ୍ଧି, ଅଧ୍ୟାତ୍ମ-ବୁଦ୍ଧି, ନେତୃତ୍ୱ ଶୈଳୀ, ବ୍ୟକ୍ତିତ୍ୱ, ଉତ୍କର୍ଷ କାର୍ଯ୍ୟ-ଜୀବନ, ଆଶାବାଦିତା ଏବଂ କାର୍ଯ୍ୟଦକ୍ଷତା ବଳୟ ସମ୍ପର୍କରେ ତାଙ୍କର ଅଧ୍ୟାପନା ଓ ଗବେଷଣା ରହିଛି । ବିଶେଷତଃ ବୈଭବ ମନୋବିଜ୍ଞାନର ବହୁ ଦିଗବିଦିଗ ସମ୍ପର୍କରେ ତାଙ୍କର ଗବେଷଣା ରହିଛି । ତାଙ୍କର ବହୁ ଗବେଷଣାମୂଳକ ସନ୍ଦର୍ଭ ଦେଶ ବିଦେଶର ପତ୍ରିକାରେ ସ୍ଥାନ ପାଇଛି । ଶିକ୍ଷାର୍ଥୀ ଓ ଜନସାଧାରଣଙ୍କ ପାଇଁ ଉପଯୋଗୀ ଉପଦେଶନ (କାଉନ୍]ସେଲିଂ) କ୍ଷେତ୍ରରେ ସେ ସୁନାମ ଅର୍ଜ୍ଜନ କରିଛନ୍ତି । Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.