Mahendra Prasadଅନୁବାଦକ ମହେନ୍ଦ୍ର ପ୍ରସାଦ ଭାରତର ବିଖ୍ୟାତ ଲେଖକ ସୁନୀଲ ଗଙ୍ଗୋପାଧ୍ୟାୟ, ମହାଶ୍ୱେତା ଦେବୀ, ଗିରୀଶ କନ୍ନଡ, ବିଶ୍ୱନାଥ ପ୍ରସାଦ ତିୱାରୀ, କୁଅଁର ନାରାୟଣ, ଶଶି ଥରୁର, ବୀରାପ୍ପା ମୋଇଲି, କୁଳଦୀପ ନାୟାର ଏବଂ ରସ୍କିନ ବଣ୍ଡ୍ ପ୍ରମୁଖଙ୍କ ଗଳ୍ପ, ଉପନ୍ୟାସ, କବିତା ଓ ଆତ୍ମଜୀବନୀ ଅନୁବାଦ କରି ନିଜର ଦକ୍ଷତ ପ୍ରମାଣିତ କରିଛନ୍ତି । ଅନୁବାଦ ଭିନ୍ନ ସେ ନିଜେ ବହୁ ଚମତ୍କାର କ୍ଷୁଦ୍ରଗଳ୍ପ ରଚନା କରିଛନ୍ତି । ଇଂରାଜୀ ଏବଂ ଓଡିଆ ସମ୍ବାଦପତ୍ରରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ପ୍ରବନ୍ଧ ଲେଖୁଥିବା ଡ. ମହେନ୍ଦ୍ର ପ୍ରସାଦ ସଂପ୍ରତି ଓଡିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ 'ଶିକ୍ଷା ଓ ଅନୁସନ୍ଧାନ' ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ । ଏଥି ସହିତ ସେ ୟୁନେସ୍କୋର 'ଭାରତୀୟ ଜାତୀୟ ସଂହତି ଆୟୋଗ' (ଆଇଏନ୍]ସିସିୟୁ), 'ଅଲ୍ ଇଣ୍ଡିଆ କାଉନ୍]ସିଲ୍ ଅଫ୍ ଟେକନିକାଲ୍ ଏଜୁକେସନ୍]', 'ରମଣ ମାଗାସେସେ ପୁରସ୍କାର ଫାଉଣ୍ଡେସନ', 'ସାର୍ ଅନିରୁଦ୍ଧ ଜଗନ୍ନାଥ ପିସ୍ ଫାଉଣ୍ଡେସନ୍]' ମରିସସ୍ ଆଦି ଆଦି ବହୁ ମର୍ଯ୍ୟାଦାଜନକ ଅନୁଷ୍ଠାନର ସଦସ୍ୟା ତଥା ନେପାଳ ପ୍ରଧାନମନ୍ତ୍ରୀଙ୍କର ପରାମର୍ଶଦାତା ଅଛନ୍ତି । Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.