close menu
Bookswagon-24x7 online bookstore
close menu
My Account
Malik Muhammad Jayasi

Malik Muhammad Jayasiତାଙ୍କର ଜନ୍ମସ୍ଥାନ ବିଷୟରେ ମତୈକ୍ୟ ନ ଥିଲେ ମଧ୍ୟ କବିଙ୍କର ଜନ୍ମସ୍ଥାନ ଜାୟସ ବୋଲି ଧରିନିଆ ହୋଇଛି। ଗ୍ରନ୍ଥର ପ୍ରାରମ୍ଭରେ ଆଲ୍ଲା, ମହମ୍ମଦ, ତତ୍କାଳୀନ ବାଦଶାହା ତଥା ନିଜର ଗୁରୁ ପରମ୍ପରାର ଉଲ୍ଲେଖ କରିଛନ୍ତି। ସେଥିରୁ ଅନୁମିତ ହୁଏ ତାଙ୍କର ଜନ୍ମ ୧୫୦୦ ଖ୍ରୀଷ୍ଟାବ୍ଦର ପାଖାପାଖି। ବାଲ୍ୟକାଳରୁ ସେ ପିାମାତାଙ୍କୁ ହରାଇଥିଲେ। କେତେକଙ୍କ ମତରେ ସିଏ ଅବିବାହିତ ଥିଲେ। ଆଉ କେତେକଙ୍କ ମତରେ ସିଏ ବିବାହିତ ଥିଲେ ଏବଂ ଗୋଟିଏ ପୁତ୍ରର ଜନକ ଥିଲେ। ଗୁରୁ ପରମ୍ପରାରେ ତାଙ୍କର ଦୃଢ଼ ବିଶ୍ୱାସ ଥିଲା। ଶେଖ୍ ମୋହିଉଦ୍ଦିନ ତାଙ୍କର ଗୁରୁ ଥିଲେ। ତାଙ୍କର ମୃତ୍ୟୁ ସମୟ ସମ୍ବନ୍ଧରେ ମଧ୍ୟ ମତୈକତା ନାହିଁ। କାହା ମତରେ ଏହା ୧୬୩୯ଖ୍ରୀଷ୍ଟାବ୍ଦ ଏବଂ ଆଉ କେତେକଙ୍କ ମତରେ ଏହା ୧୬୫୯ ଖ୍ରୀଷ୍ଟାବ୍ଦ। Read More Read Less

1 results found
List viewGrid view
Sort By:
1.
PadmabatNR
No Review Yet
₹3,047
Release:
17 Nov 2025
International Edition
Ships within 10-12 Days Explain..
Free Shipping in India and low cost Worldwide.
No more records found
ASK VIDYA