close menu
Bookswagon-24x7 online bookstore
close menu
My Account
Mamata Sahoo

Mamata Sahooଡକ୍ଟର ମମତା ସାହୁ । ଜନ୍ମ ମାର୍ଚ୍ଚ ୩, ୧୯୯୩ ମସିହା । ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ସ୍ନାତକ; ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର; ବିଶ୍ୱଭାରତୀ ଶାନ୍ତିନିକେତନରୁ ଏମ୍].ଫିଲ୍]. କରି ଏବେ ବାଲେଶ୍ୱର ଜିଲ୍ଲା, ଉଇଟିକିରି ସ୍ଥିତ ଶାନ୍ତିଲତା ମହାବିଦ୍ୟାଳୟରେ ଅଧ୍ୟାପନାରତ । ସେ ନିଟରେ "ଓଡ଼ିଆ ନାଟକରେ ରୂପାନ୍ତର ଶୈଳୀର ପ୍ରୟୋଗ' ବିଷୟ ଉପରେ ପିଏଚ୍].ଡି. କରି ବିଶ୍ୱଭାରତୀରୁ ଉପାଧି ଲାଭ କରିଛନ୍ତି । ଓଡ଼ିଆ ଭାଷାସାହିତ୍ୟ ସମ୍ପର୍କିତ ତାଙ୍କର ବିଭିନ୍ନ ସମାଲୋଚନାମୂଳକ ପ୍ରବନ୍ଧ ଝଙ୍କାର, ଇସ୍ତାହାର, ଆମ ସମୟର ଆକାଂକ୍ଷା, ପକ୍ଷୀଘର, ଅକ୍ଷାଂଶ ଆଦିରେ ପ୍ରକାଶିତ । ଡକ୍ଟର ସାହୁଙ୍କ ଦ୍ୱାରା ସମ୍ପାଦିତ 'ଆମ ସମୟର ନିର୍ବାଚିତ ଏକାଂକିକା' ହେଉଛି 'ବ୍ଲାକ୍ ଈଗଲ୍ ବୁକ୍ସ' ଦ୍ୱାରା ପ୍ରକାଶିତ ଏକ ସଦ୍ୟତମ ନାଟ୍ୟଗ୍ରନ୍ଥ । Read More Read Less

3 results found
List viewGrid view
Sort By:
1.
Ama Samayara Nirbachita EkankikaNR
Publisher: Black Eagle Books
No Review Yet
₹1,712
Binding:
Paperback
Release:
07 Dec 2022
Language:
Oriya
International Edition
Ships within 10-12 Days Explain..
Free Shipping in India and low cost Worldwide.
2.
Woven Words5 % NR
No Review Yet
₹906
₹861
Binding:
Paperback
Release:
12 Jul 2025
Language:
English
International Edition
Ships within 10-12 Days Explain..
Free Shipping in India and low cost Worldwide.
3.
Enchanted Realms6 % NR
No Review Yet
₹884
₹831
Binding:
Paperback
Release:
26 Jun 2023
Language:
English
International Edition
Ships within 10-12 Days Explain..
Free Shipping in India and low cost Worldwide.
No more records found
ASK VIDYA