Radha Mohan Gadanayakରାଧାମୋହନ ଗଡ଼ନାୟକ (୧୯୧୧-୨୦୦୦) - ସେ ସବୁଜ କବି ଗୋଷ&2893;ଠୀଙ୍କ ସମକାଳର ଜଣେ ଶ୍ରେଷ୍ଠ କବି । କବିତାର ନୂତନ ଭାବବୈଚିତ୍ୟ, ଛାନ୍ଦିକ କୌଶଳ, ଓ ଶବ୍ଦବସାଣର ଚମତ୍କାରିତା ହେତୁ ସମଗ୍ର ଆଧୁନିକ କବିତାରେ ସେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ତାଙ୍କୁ 'ଛନ୍ଦ କବି' କୁହାଯାଏ । ବହୁ ଭାବଦ୍ୟୋତନାରେ ତାଙ୍କ କବିତା ରୂପାୟିତ ଯଥା - ଅତୀତ ପ୍ରୀତି, ପଲ୍ଲୀଚେତନା, ବାସ୍ତବବାଦୀ, ଦୃଷ୍ଟିଭଙ୍ଗୀ, ମାନବବାଦର ବନ୍ଦନା, ପ୍ରଗତିଶୀଳ ଆଭିମୁଖ୍ୟ । କାବ୍ୟନାୟିକା, ଉତ୍କଳିକା, ସ୍ମରଣିକା, କୈଶୋରିକା, ଧୂସର ଭୂମିକା, ଶାମୁକାର ସ୍ୱପ୍ନ, 'ସୂର୍ଯ୍ୟ ଓ ଅନ୍ଧକାର' ଆଦି ତାଙ୍କର ଅମରକୃତି । ୧୯୭୫ ରେ 'ସୂର୍ଯ୍ୟ ଓ ଅନ୍ଧକାର' କବିତାଗ୍ରନ୍ଥ ପାଇଁ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ । ୧୯୯୦ରେ ଭାରତ ସରକାରଙ୍କଠାରୁ ସେ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ । Read More Read Less
An OTP has been sent to your Registered Email Id:
Resend Verification Code