Rozalini Mishraରୋଜାଲିନି ମିଶ୍ର ୫ ଜାନୁଆରୀ ୧୯୮୩ରେ ଖୋର୍ଦ୍ଧା ଜିଲ୍ଲାର ପ୍ରତାପରୁଦ୍ରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ ଲେଖିକା ଓ ପ୍ରାଚୀନ କଳାକେନ୍ଦ୍ର, ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରୁ ତାଲିମପ୍ରାପ୍ତ ଓଡ଼ିଶୀ କଣ୍ଠଶିଳ୍ପୀ । ରୋଜାଲିନିଙ୍କର ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଗଳ୍ପ, ପ୍ରବନ୍ଧ, ରମ୍ୟରଚନା,ଭ୍ରମଣ କାହାଣୀ ଇତ୍ୟାଦି ବିଭିନ୍ନ ପତ୍ରପତ୍ରିକା ଯଥା- 'କାଦମ୍ବିନୀ', 'ରେବତୀ', 'ଶୋଭନା', 'ଯୁବପ୍ରଭା', 'ସମାଜ', 'ଧରିତ୍ରୀ', 'ପ୍ରଗତିବାଦୀ', 'ନିତିଦିନ' ଆଦିରେ ପ୍ରକାଶିତ । ସେ ପାଇଥିବା ସମ୍ମାନ ମଧ୍ୟରେ 'ଅଭିନନ୍ଦନ' ତରଫରୁ ଶ୍ରେଷ୍ଠ ଗାଳ୍ପିକା ୨୦୨୨ ସମ୍ମାନ, ସୁବର୍ଣ୍ଣା ଲେଖିକା ସମ୍ମାନ, କେଦାର ଭାରତୀ ଗାଳ୍ପିକା ସମ୍ମାନ, ପାନାସିଆ ଜୁରୀ ମେମ୍ବର ସମ୍ମାନ, ପ୍ରତିଲିପି ସମ୍ମାନ, ପ୍ରଗତିବାଦୀ ଲେଖିକା ସମ୍ମାନ ଉଲ୍ଲେଖଯୋଗ୍ୟ । ତାଙ୍କର ଗଳ୍ପ 'ଗୌତମୀ ଓ କାପାଳିକ' ଏବଂ 'ଘୁଙ୍ଗୁର' ସରଳ କୁମାର ଦାସଙ୍କ ସମ୍ପାଦିତ 'ଶ୍ରେଷ୍ଠଗଳ୍ପ-୨୦୨୧' ଓ 'ଶ୍ରେଷ୍ଠ ଗଳ୍ପ-୨୦୨୨'ରେ ସଂକଳିତ । Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.