Rukmini Samarthaସାଂପ୍ରତିକ ଓଡ଼ିଆ ସାହିତ୍ୟରେ ଜଣେ ସମ୍ଭାବନାମୟ ଯୁବ ପ୍ରତିଭା ହେଉଛନ୍ତି ଋକ୍ମିଣୀ (୧୯୯୬) । ଶ୍ରୀକ୍ଷେତ୍ର ପୁରୀରେ ଜନ୍ମଗ୍ରହଣ କରିଥିବା ଲେଖିକା ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି UGC-NET-JRF ଲାଭ କରି ସଂପ୍ରତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଗବେଷଣାରତ। ପିଲାଦିନରୁ ସାହିତ୍ୟ ପ୍ରତି ତାଙ୍କର ଗଭୀର ନିଷ୍ଠା ରହିଆସିଛି । ସରଳ, ବୋଧଗମ୍ୟ ଭାଷା ତଥା ଶବ୍ଦ ସଂଯୋଜନା ମାଧ୍ୟମରେ ସେ ତାଙ୍କର ବିଚାରକୁ ଉପସ୍ଥାପନ କରନ୍ତି । Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.