Sanghamitra Bhanjaସାଂପ୍ରତିକ ଓଡ଼ିଆ ସାହିତ୍ୟରେ ସଂଘମିତ୍ରା ଭଞ୍ଜ ଏକ ସ୍ୱତନ୍ତ୍ର ଉଚ୍ଚାରଣ । ସେ ଏକାଧାରରେ ଜଣେ କବି, ଗାଳ୍ପିକା, ସମାଲୋଚିକା, ଅନୁବାଦିକା ତଥା ସଂପାଦିକା । ୨୦୦୫ ମସିହାରେ ତାଙ୍କର ପ୍ରଥମ କବିତା ପୁସ୍ତକ 'ଶବ୍ଦ ଉତ୍ତରଣ' ପ୍ରକାଶିତ ହୋଇଥିଲା । ତାଙ୍କର ଅନ୍ୟତମ ମୌଳିକ କବିତା ପୁସ୍ତକ 'ଫର୍ଦ୍ଦେ କବିତାର ପୃଥିବୀ' (୨୦୨୦) ଓ 'ବୋଧିଛାୟା' (୨୦୨୧) ପରେ ଚତୁର୍ଥତମ କବିତା ପୁସ୍ତକ ହେଉଛି 'ଲଳିତା' । ସମ୍ପ୍ରତି ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ମୁଖ୍ୟା ଭାବରେ ଅବସ୍ଥାପିତ । Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.