Sanjit Kumar Bal

Sanjit Kumar Bal୨୧ ଏପ୍ରିଲ ୧୯୬୭ରେ ଜନ୍ମ ହୋଇଥିଲେ ସଂଜିତ୍ କୁମାର ବଳ । ତାଙ୍କ ପ୍ରଥମ କବିତା ୧୯୮୭ରେ ଭଦ୍ରକ କଲେଜର ମୁଖପତ୍ର 'ପଲ୍ଲୀଭାରତୀ' ଓ ପରେ ୧୯୯୬ରେ 'ଝଙ୍କାର'ରେ ପ୍ରକାଶିତ ହୋଇଥିଲା ଏବଂ ମିଳିଥିଲା ପ୍ରଚୁର ପାଠକୀୟତା । ପରେ ଯଶସ୍ୱୀ କବି କମଳାକାଂତ ଲେଂକାଙ୍କ ପ୍ରେରଣାରେ ୧୯୯୭ରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା ସଂକଳନ କବିତାରେ କଥାବାର୍ତ୍ତା' । ଏଯାବତ୍ ତାଙ୍କର ୮ଟି କବିତା ସଂକଳନ ପ୍ରକାଶିତ । କବିତା ପାଇଁ ତାଙ୍କୁ 'କାଦମ୍ବିନୀ କବିତା ସମ୍ମାନ', 'ଭଦ୍ରକ ପୁସ୍ତକ ମେଳା', 'ଚନ୍ଦ୍ରଭାଗା', 'ସ୍ୱର ସ୍ୱାକ୍ଷର' ପରି ବହୁ ପ୍ରତିଷ୍ଠିତ ସାହିତ୍ୟ ସଙ୍ଗଠନ ପକ୍ଷରୁ ସମ୍ମାନ ମିଳିଛି । Read More Read Less

1 results found
List viewGrid view
Sort By:
1.
AhaNR
Publisher: Black Eagle Books
No Review Yet
₹1,037
Binding:
Paperback
Release:
28 Sep 2021
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found