Santosh Kumar Nayak

Santosh Kumar Nayakଡକ୍ଟର ସନ୍ତୋଷ କୁମାର ନାୟକ ଓଡ଼ିଆ ଭାଷା, ସାହିତ୍ģ; ଓ ସଂସ୍କୃତିଗତ ଗବେଷଣା ତଥା ସମାଲୋଚନା କ୍ଷେତ୍ରରେ ଏକ ଗମ୍ଭୀର ଉଚ୍ଚାରଣ। ବିଶେଷ କରି ଭାଷାତତ୍ତ୍ୱ, ସାହିତ୍ୟତତ୍ତ୍ୱ ଓ ତୁଳନାତ୍ମକ ଅଧ୍ୟୟନ କ୍ଷେତ୍ରରେ ଡକ୍ଟର ନାୟକଙ୍କ ସିଦ୍ଧି ଅନତିକ୍ରମ୍ୟ। ଓଡ଼ିଆ ପ୍ରବନ୍ଧ, ସମାଲୋଚନା, କବିତା, କ୍ଷୁଦ୍ରଗଳ୍ପ, ରମ୍ୟରଚନା, ସ୍ମୃତିକଥା, ସମ୍ପାଦନା, ଅନୁବାଦ, ସ୍ତମ୍ଭରଚନା ଓ ପତ୍ରିକା ସମ୍ପାଦନା ପ୍ରଭୃତି କ୍ଷେତ୍ରରେ ତାଙ୍କର ଅନୁପ୍ରବେଶ ଓ ସାରସ୍ୱତ ସଫଳତା ଏକାନ୍ତ ଦୃଷ୍ଟାନ୍ତମୂଳକ। ଅଧ୍ୟୟନ, ଅଧ୍ୟାପନା ଓ ବୃତ୍ତିଗତ କ୍ଷେତ୍ରରେ ତାଙ୍କର ସଫଳତା ଏକାନ୍ତ ଈର୍ଷଣୀୟ ଓ ଅଦ୍ୱିତୀୟ। ଓଡ଼ିଆ ସ୍ନାତକୋତ୍ତର ଶ୍ରେଣୀରେ ୨୦୧୩ ମସିହାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିବା ସହ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ୨୦୧୪ ମସିହାରେ କଳାଭୂଷଣ (ଏମ୍].ଫିଲ୍].) ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଶେଷରେ ସଫଳତାର ସହ ଗବେଷଣା କରି ସେ ୨୦୧୯ ମସିହାରେ କଳାବିଭୂଷଣ (ପିଏଚ୍].ଡି.) ଉପାଧି ପ୍ରାପ୍ତ ହୋଇଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଶତାଧିକ ଗବେଷଣାତ୍ମକ ପ୍ରବନ୍ଧ ଓ ଚାଳିଶିରୁ ଅଧିକ ସଂଖ୍ୟକ ପୁସ୍ତକର ସ୍ରଷ୍ଟା ଭାବରେ ତାଙ୍କର ଏକାଧିକ ମୌଳିକ ରଚନା ଉପରେ ଏକାଧିକ ଗବେଷଣା ସନ୍ଦର୍ଭ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଉପସ୍ଥାପିତ ହେବା ସହ ୟୁନିଭର୍ସିଟି ଅଫ୍ ସେଣ୍ଟ୍ରାଲ୍ ଆମେରିକା ତରଫରୁ ବର୍ଷ ୨୦୨୨ରେ ତାଙ୍କୁ ସମ୍ମାନଜନକ ପରମଭୂଷଣ (ଡି.ଲିଟ୍].) ଉପାଧିରେ ସମ୍ମାନିତ କରିବା ତାଙ୍କ ନଭଶ୍ଚୁମ୍ବୀ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରେ। ଲେଖକ ଡକ୍ଟର ନାୟକଙ୍କ ଅନ୍ୟାନ୍ୟ ପୁସ୍ତକ ପରି ଏହି କବିତା ପୁସ୍ତକଟି ପୂର୍ବପରି ପାଠକୀୟ ଶ୍ରଦ୍ଧା ଲାଭ କରିବ ବୋଲି ଆଶା କରାଯାଏ। ସମ୍ପ୍ରତି ଡକ୍ଟର ନାୟକ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧି-ସ୍ନାତକ ଓଡ଼ିଆ ବିଭାଗରେ ସହକାରୀ ପ୍ରଫେସର ଓ ବିଭାଗମୁଖ୍ୟ ରୂପେ କାର୍ଯ୍ୟରତ। Read More Read Less

12 results found
List viewGrid view
Sort By:
1.
Polymer Composites37 %
No Review Yet
₹13,800
₹8,694
Binding:
Hardback
Release:
04 May 2024
Language:
English
Available
Ships within 12-14 Days Explain..
2.
Surface Engineering of Graphene37 %
No Review Yet
₹15,923
₹10,031
Binding:
Paperback
Release:
13 Nov 2020
Language:
English
Available
Ships within 12-14 Days Explain..
3.
Surface Engineering of Graphene37 %
No Review Yet
₹15,923
₹10,031
Binding:
Hardback
Release:
13 Nov 2019
Language:
English
Available
Ships within 12-14 Days Explain..
4.
Echoes of Emptiness5 % NR
Publisher: Black Eagle Books
No Review Yet
₹1,335
₹1,268
Binding:
Paperback
Release:
15 Aug 2025
Language:
English
International Edition
Ships within 12-14 Days Explain..
Free Shipping in India and low cost Worldwide.
5.
Chetanara Chitralipi4 % NR
Publisher: Black Eagle Books
No Review Yet
₹1,602
₹1,538
Binding:
Paperback
Release:
29 May 2025
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
6.
Tathapi Asiba Pheri5 % NR
Publisher: Black Eagle Books
No Review Yet
₹1,335
₹1,268
Binding:
Paperback
Release:
05 Nov 2024
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
7.
Gopapura O Anyanya Kabita4 % NR
Publisher: Black Eagle Books
No Review Yet
₹1,246
₹1,196
Binding:
Paperback
Release:
18 Nov 2024
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
8.
Diamane25 % NR
No Review Yet
₹16,910
₹12,683
Binding:
Hardback
Release:
11 Apr 2024
Language:
English
International Edition
Ships within 14-16 Days Explain..
Free Shipping in India and low cost Worldwide.
9.
Nanocarbon Allotropes Beyond Graphene24 % NR
No Review Yet
₹16,910
₹12,852
Binding:
Hardback
Release:
19 Jun 2023
Language:
English
International Edition
Ships within 14-16 Days Explain..
Free Shipping in India and low cost Worldwide.
10.
Nanocarbon Allotropes Beyond Graphene8 % NR
No Review Yet
₹3,013
₹2,772
Binding:
Paperback
Release:
19 Jun 2023
Language:
English
International Edition
Ships within 14-16 Days Explain..
Free Shipping in India and low cost Worldwide.
11.
DiamaneNR
No Review Yet
₹2,800
Binding:
Paperback
Release:
11 Apr 2024
Language:
English
Out of Stock
Notify me when this book is in stockNotify Me
No more records found
ASK VIDYA