close menu
Bookswagon-24x7 online bookstore
close menu
My Account
Santwana Dash

Santwana Dashସାନ୍ତ୍ୱନା ଦାଶ (୧୯୮୩) ଦର୍ଶନ ଶାସ୍ତ୍ରରେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ସ୍ନାତ୍ତକୋତ୍ତର କରିଛନ୍ତି । ଦର୍ଶନ ଶାସ୍ତ୍ରରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ । ଶିକ୍ଷକତା କରିବାକୁ ଭଲ ପାଆନ୍ତି । ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଅଗାଧ ନିଷ୍ଠା ଆଉ ପ୍ରେମ । ସେହି ରୁଚିକୁ ବଜାୟ ରଖି ଅନେକ ପ୍ରବନ୍ଧ ଏବଂ କବିତା ଲେଖଛନ୍ତି ଆଉ ତାହା ବହୁ ପତ୍ରିକାରେ ପ୍ରକାଶିତ ହୋଇଛି । ପ୍ରବାସରେ ରହି ପିଲାଙ୍କୁ ଓଡ଼ିଆ ପଢ଼ାଉଥିବା ସମୟର ଅନୁଭୂତିର ପରିପ୍ରକାଶ ହେଉଛି ଏହି ପୁସ୍ତକଟି । ସାନ୍ତ୍ୱନାଙ୍କ 'ମୋ ଓଡ଼ିଆ ବହି' ଏବଂ 'ମୋ ଓଡ଼ିଆ ଅଭ୍ୟାସ ବହି' ପରେ 'ମୋ ଗପ ବହି' ହେଉଛି ତୃତୀୟ ପୁସ୍ତକ । Read More Read Less

3 results found
List viewGrid view
Sort By:
1.
Mo Odia Abhyasa BahiNR
Publisher: Black Eagle Books
No Review Yet
₹796
Binding:
Paperback
Release:
24 Jun 2021
Language:
Oriya
International Edition
Ships within 10-12 Days Explain..
Free Shipping in India and low cost Worldwide.
3.
Mo Gapa Bahi1 % NR
Publisher: Black Eagle Books
No Review Yet
₹1,116
₹1,105
Binding:
Paperback
Release:
24 Jun 2023
Language:
Oriya
International Edition
Ships within 10-12 Days Explain..
Free Shipping in India and low cost Worldwide.
No more records found
ASK VIDYA