Sitakant Mahapatra

Sitakant Mahapatraଆଧୁନିକ ଓଡ଼ିଆ କବିତାରେ ପ୍ରୟୋଗବାଦକୁ ନୂତନ ଦିଗପ୍ରଦର୍ଶନ କରିଥିବା ଯଶସ୍ୱୀ ସ୍ରଷ୍ଟାପୁରୁଷ ସୀତାକାନ୍ତ ମହାପାତ୍ର ସେପ୍ଟେମ୍ବର ୨୩, ୧୯୩୭ରେ କଟକ ଜିଲ୍ଲାସ୍ଥ ଚିତ୍ରୋତ୍ପଳା ନଦୀତଟବର୍ତ୍ତୀ ମାହାଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୫୯ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଏମ୍].ଏ. ପାସ୍ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇବର୍ଷ ଅଧ୍ୟାପନା ପରେ ଭାରତୀୟ ପ୍ରଶାସନ ସେବାରେ ଯୋଗ ଦେଇଥିଲେ । ଓଡ଼ିଆ ସାହିତ୍ୟର ଜଣେ ପ୍ରତିଭାଦୀପ୍ତ ସାହିତ୍ୟିକ ଭାବରେ ସେ କବିତା, ପ୍ରବନ୍ଧ, ଅନୁବାଦ ଓ ସମ୍ପାଦନା କ୍ଷେତ୍ରରେ ନିଜସ୍ୱ ଗାରିମା ସିଦ୍ଧ କରିଛନ୍ତି । ସୀତାକାନ୍ତଙ୍କ ସାରସ୍ୱତ କୃତିଗୁଡ଼ିକ ମଧ୍ୟରେ ରହିଛି ଦୀପ୍ତି ଓ ଦ୍ୟୁତି, ଅଷ୍ଟପଦୀ, ଶବ୍ଦର ଆକାଶ, ସମୁଦ୍ର, ଆରଦୃଶ୍ୟ, ସମୟର ଶେଷନାମ, ପଦଚିହ୍ନ, ଭାରତବର୍ଷ, ସାରାଜୀବନ ଲୋକଟା (କବିତା ସଂକଳନ), ଶବ୍ଦ, ସ୍ୱପ୍ନ ଓ ନିର୍ଭିକତା (ପ୍ରବନ୍ଧ), ଅନେକ ଶରତ (ଭ୍ରମଣ ବୃତ୍ତାନ୍ତ) ଇତ୍ୟାଦି । "Modernisation of Tribal Societies in Eastern Odisha" ତାଙ୍କର ଏକ ଉଚ୍ଚକୋଟୀର ଗବେଷଣା ସନ୍ଦର୍ଭ । ତାଙ୍କୁ ମିଳିଥିôବା ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟରୁ ୧୯୭୧ ଓ ୧୯୮୪ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୪ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫ର ସାରଳା ପୁରସ୍କାର, ୧୯୯୩ର ଜ୍ଞାନପୀଠ ପୁରସ୍କାର, ୨୦୧୩ର ସାହିତ୍ୟ ଏକାଡେମୀ ଫେଲୋ, ୨୦୧୫ ସାର୍କ ସାହିତ୍ୟ ପୁରସ୍କାର ଏବଂ ୨୦୧୭ର ଟାଗୋର୍ ଶାନ୍ତି ପୁରସ୍କାର ଉଲ୍ଲେଖ ଯୋଗ୍ୟ । ସେ ଭାରତ ସରକାରଙ୍କ ପ୍ରଦତ୍ତ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ (୨୦୦୩) ଓ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ (୨୦୧୦) ମଧ୍ୟ ପ୍ରାପ୍ତ ହୋଇଛନ୍ତି । ସୀତାକାନ୍ତ ମହାପାତ୍ରଙ୍କ କବିତାରେ ରସମନ୍ତ୍ର ଦ୍ୟୁତି, କାବ୍ୟିକ କଥାତ୍ମକତାର ବ୍ୟାପ୍ତି, ଚମତ୍କାର ଚିତ୍ରକଳ୍ପର ସୁଗୁମ୍ଫନ, ପରମ୍ପରାର ଅପୂର୍ବ ମୂଲ୍ୟାୟନ, ସ୍ୱତନ୍ତ୍ର ଶବ୍ଦକାରିତା ତଥା ତା'ର ସୁଦକ୍ଷ ପ୍ରୟୋଗ ତାଙ୍କୁ ଜଣେ କାଳଜୟୀ ସ୍ରଷ୍ଟାର ମର୍ଯ୍ୟାଦା ପ୍ରଦାନ କରେ । Read More Read Less

13 results found
List viewGrid view
Sort By:
1.
Beyond the Word: The Multiple Gestures of Tradition
No Review Yet
₹375
Binding:
Paperback
Release:
01 Feb 2024
Language:
English
Available
Ships within 4-6 Days Explain..
2.
Varsha Ki Subaha9 %
Publisher: Rajkamal Prakashan
No Review Yet
₹175
₹159
Binding:
Paperback
Release:
01 Dec 2021
Language:
Hindi
Available
Ships within 4-6 Days Explain..
3.
Landscape Of Indian Literature: Voices And Visions34 %
Publisher: Authorspress
No Review Yet
₹600
₹396
Binding:
Hardback
Release:
2014
Language:
English
Available
Ships within 4-6 Days Explain..
4.
Varsha Ki Subaha25 %
Publisher: Rajkamal Prakashan
No Review Yet
₹395
₹296
Binding:
Hardcover
Release:
2004
Language:
Hindi
Available
Ships within 4-6 Days Explain..
5.
Shabdara Akasha1 % NR
Publisher: Black Eagle Books
No Review Yet
₹1,204
₹1,192
Binding:
Paperback
Release:
14 Jun 2023
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
6.
AshtapadiNR
Publisher: Black Eagle Books
No Review Yet
₹1,207
Binding:
Paperback
Release:
15 Nov 2022
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
7.
Pankshi Akela ( पंक्षी अकेला )12 % NR
No Review Yet
₹1,285
₹1,131
Binding:
Paperback
Release:
12 Apr 2021
Language:
Hindi
International Edition
Ships within 12-14 Days Explain..
Free Shipping in India and low cost Worldwide.
8.
Varsha Ki Subaha
Publisher: Rajkamal Prakashan
No Review Yet
₹60
Binding:
Paperback
Release:
2008
Language:
Hindi
Out of Stock
Notify me when this book is in stockNotify Me
9.
Discovering the Inscape:Essays on Literature40 %
No Review Yet
₹300
₹180
Binding:
Hardcover
Language:
English
Out of Stock
Notify me when this book is in stockNotify Me
10.
Reaching the Other ShoreThe World of Gopinath Mohanty's Fiction
Out of Stock
Notify me when this book is in stockNotify Me
11.
Role of Tradition in Literature53 %
No Review Yet
₹500
₹235
Binding:
Hardcover
Release:
01 May 1997
Language:
English
Out of Stock
Notify me when this book is in stockNotify Me
12.
The Rainbow of Rhythms: Folk Art Tradition of Orissa54 %
Publisher: Prafulla
No Review Yet
₹400
₹186
Binding:
Hardcover
Release:
01 Jan 2005
Language:
English
Out of Stock
Notify me when this book is in stockNotify Me
13.
Hatheli Mein Indradhanush21 %
Publisher: Vani Prakashan
No Review Yet
₹300
₹237
Binding:
Hardback
Release:
2015
Language:
Hindi
Out of Stock
Notify me when this book is in stockNotify Me
No more records found