close menu
Bookswagon-24x7 online bookstore
close menu
My Account
Srikant Das

Srikant Dasକଥାକାର ଶ୍ରୀକାନ୍ତ ଦାସ ଆମ ସମୟର ଜଣେ ନିରଳସ ଓ ନିରବ ସାଧକ । ସରଳ ଭାଷା, ପ୍ରାଞ୍ଜଳ ଚିନ୍ତନ, ସ୍ପଷ୍ଟ ବକ୍ତବ୍ୟ, ଲୋଭନୀୟ ଆୟତନ, ଶକ୍ତିଶାଳୀ ବାର୍ତ୍ତା ମାଧ୍ୟମରେ ସେ ପ୍ରକାଶ କରନ୍ତି ତାଙ୍କର ଅନୁଭବ । ବାସ୍ତବ ଜୀବନରେ ମଣିଷ ସାମ୍ନା କରୁଥିବା ସଂଘାତ ଓ ବାସ୍ତବତାକୁ ସେ ଉପସ୍ଥାପିତ କରନ୍ତି ସମ୍ବେଦନଶଳ ଭାବେ ଏବଂ ପାଠକମାନଙ୍କ ଚେତନାରେ ଆଙ୍କି ଦିଅନ୍ତି ଏକ ଭିନ୍ନ ପୃଥିବୀର ଦୃଶ୍ୟବୋଧ ଯେଉଁଠି ଏକ ପ୍ରାଣମୟ ଭାବେ ଜକ୍]ଜକ୍ କରୁଥାଏ ଆତ୍ମପ୍ରତ୍ୟୟ ଓ ଆଦର୍ଶ ଜୀବନର ଜଳଛବି । ତାଙ୍କର 'କଳ୍ପବଟ' ପୁସ୍ତକଟି ପାଠକାଦ୍ରୁତି କାମନା କରୁଛୁ । Read More Read Less

2 results found
List viewGrid view
Sort By:
1.
KalpabataNR
Publisher: Black Eagle Books
No Review Yet
₹1,101
Binding:
Paperback
Release:
07 Feb 2023
Language:
Oriya
International Edition
Ships within 10-12 Days Explain..
Free Shipping in India and low cost Worldwide.
2.
Bishadajoga (Odia short story)1 % NR
Publisher: Black Eagle Books
No Review Yet
₹1,281
₹1,268
Binding:
Paperback
Release:
29 Nov 2025
Language:
Oriya
International Edition
Ships within 10-12 Days Explain..
Free Shipping in India and low cost Worldwide.
No more records found
ASK VIDYA