Biranchi Kumar Sahoo

Biranchi Kumar Sahooଡକ୍ଟର ବିରଂଚି କୁମାର ସାହୁ (୧୯୭୦), ଜଣେ ପ୍ରାବନ୍55;ିକ ଓ ସମାଲୋଚକ ଭାବେ ସାମ୍ପ୍ରତିକ ସମୟରେ ବେଶ୍ ଚର୍ଚ୍ଚିତ । ସମାଲୋଚନା ସାହିତ୍ୟ କ୍ଷେତ୍ରରେ ତୀକ୍ଷ୍]ଣ ଅନ୍ତର୍ଦୃଷ୍ଟି, ଗଭୀର ଅବଲୋକନ ତଥା ତତ୍ତ୍ୱନିଷ୍ଠ ଆଲୋଚନା ତାଙ୍କ ଦୃଷ୍ଟିଭଙ୍ଗୀର ସ୍ୱତନ୍ତ୍ରତା ପ୍ରତିପାଦନ କରେ । ଭିନ୍ନ ଦୃଷ୍ଟି, ଉପେନ୍ଦ୍ର ନାୟକଙ୍କ କବିତାର ଚିତ୍ରିତ ଚୌହଦୀ, ରଞ୍ଜିତା ନାୟକ କାବ୍ୟବୀକ୍ଷା ଓ ସୃଜନ ସମୀକ୍ଷା, ପ୍ରଜ୍ଞାର ପ୍ରତ୍ୟୟ ଓ ଚେତନାର ଚିତ୍ରବନ, ଶିଶିର ଶୀର୍ଷର ସୂର୍ଯ୍ୟ, ନାଟ୍ୟବୀକ୍ଷା ଓ ନାଟ୍ୟ ସମୀକ୍ଷା ପ୍ରଭୃତି ଗ୍ରନ୍ଥ ତାଙ୍କ ବଳିଷ୍ଠ ସମାଲୋଚନା ସର୍ଜନାର ସ୍ୱର ଓ ସ୍ୱାକ୍ଷର । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଓ ନାଟ୍ୟକାର, ମନୀଷୀ ମନୋଜ, ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରା, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ ତାଙ୍କ ସମ୍ପାଦନା କଳାର ଫଳଶ୍ରୁତି । Read More Read Less

1 results found
List viewGrid view
Sort By:
1.
LabanyabatiNR
Publisher: Black Eagle Books
No Review Yet
₹1,834
Binding:
Paperback
Release:
19 Sep 2023
Language:
Oriya
International Edition
Ships within 14-16 Days Explain..
Free Shipping in India and low cost Worldwide.
No more records found