Kabisamrat Upendra Bhanja

Kabisamrat Upendra Bhanjaକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ - ରୀତିଯୁଗୀୟ କାବ୍ģ;ାକାଶର ଅମଳିନ ଜ୍ୟୋତିଷ୍କ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସର୍ବଶ୍ରେଷ୍ଠ ଓ ସିଦ୍ଧିତ୍ୱର ଅଧିକାରୀ । କବି ସମ୍ରାଟଙ୍କ ଜନ୍ମ ସମୟ ଆନୁମାନିକ ୧୬୭୦ ଖ୍ରୀ.ଅ. ଏବଂ ଇହଧାମ ତ୍ୟାଗର ସମୟ ୧୭୨୦ ଖ୍ରୀ.ଅ. । ଉପେନ୍ଦ୍ର ଭଞ୍ଜଙ୍କ ପିତାମହ ଧନଞ୍ଜୟ ଭଞ୍ଜ ଜଣେ କବି, ରସିକ ପଣ୍ଡିତ ଥିଲେ । ତାଙ୍କ ପ୍ରଭାବ ଉପେନ୍ଦ୍ରଙ୍କ ଉପରେ ପଡ଼ିଥିବା ଜଣାଯାଏ । ସଂସ୍କୃତ ଓ ପ୍ରାଚୀନ ଗ୍ରନ୍ଥ ଅଧ୍ୟୟନ କରିବା ସହିତ ବହୁ ଶାସ୍ତ୍ରଦର୍ଶୀ ଥିଲେ । ଛାନ୍ଦ, ଅଳଙ୍କାର, ବ୍ୟାକରଣ, ନାନାପୁରାଣ ଶାସ୍ତ୍ର, ନ୍ୟାୟାଦି ଷଡ଼ ଦର୍ଶନ ବିଦ୍ୟାମାନଙ୍କରେ ପାରଦର୍ଶୀ ଥିଲେ । ରାମତାରକ ମନ୍ତ୍ର ସିଦ୍ଧ ହୋଇ ସେ କାବ୍ୟ ରଚନା କରିଛନ୍ତି ବୋଲି ନିଜେ ସ୍ୱୀକାର କରିଛନ୍ତି । ତାଙ୍କ ଲେଖନୀରୁ ଝରି ଆସିଛି- ଲାବଣ୍ୟବତୀ, ରସିକ ହାରାବଳୀ, ପ୍ରେମସୁଧାନିଧି, କୋଟି ବ୍ରହ୍ମାଣ୍ଡସୁନ୍ଦରୀ, ସୁଭଦ୍ରା ପରିଣୟ, କଳାକଉତୁକ, ରସଲେଖା, ରସପଞ୍ଚକ, ଗୀତାଭିଧାନ, ଚିତ୍ରକାବ୍ୟ ବନ୍ଧୋଦୟ ପ୍ରଭୃତି କାବ୍ୟ 'ଲାବଣ୍ୟବତୀ' କାବ୍ୟଟି ୪୮ ଛାନ୍ଦ ବିଶିଷ୍ଟ ରଚନା । ଉପେନ୍ଦ୍ରଙ୍କ ସମଗ୍ର ସୃଷ୍ଟି ମଧ୍ୟରେ କାଳ୍ପନିକ କାବ୍ୟ ଲାବଣ୍ୟବତୀର ସ୍ଥାନ ସର୍ବାଗ୍ରେ । କବି କୋବିଦ, ପଣ୍ଡିତ, ଆଲୋଚକ, ଭଞ୍ଜପ୍ରେମୀମାନଙ୍କୁ ଏହି କାବ୍ୟଟି ଆମୋଦପ୍ରଦାନ କରିଥାଏ । Read More Read Less

2 results found
List viewGrid view
Sort By:
1.
LabanyabatiNR
Publisher: Black Eagle Books
No Review Yet
₹1,834
Binding:
Paperback
Release:
19 Sep 2023
Language:
Oriya
International Edition
Ships within 14-16 Days Explain..
Free Shipping in India and low cost Worldwide.
2.
Shri Niladrisha Chautisha1 % NR
Publisher: Black Eagle Books
No Review Yet
₹1,176
₹1,164
Binding:
Paperback
Release:
03 Nov 2023
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found