Kamal Lochan Dasକଳାଭୂଷଣ କମଳଲୋଚନ ଦାସ ବିଶ୍ୱଭାରତୀ ଶାନ୍ତିନିକେତନର ଓଡ଼ିଆ ବିଭାଗର ଛାତ୍ର । 'ଓଡ଼ିଆ ସାହିତ୍ୟର ଇତିହାସ' ଉପରେ ଗବେଷଣା କରି ସେ ଚର୍ଚ୍ଚିତ । ଶିକ୍ଷକ ପ୍ରଶିକ୍ଷଣ ତାଲିମ ପ୍ରାପ୍ତ ଶ୍ରୀ ଦାସ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ଓଡ଼ିଶାରେ ବେଶ୍ ଜଣାଶୁଣା । ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଜଣେ ଉଦୀୟମାନ ଗବଷକ ଭାବରେ ମଧ୍ୟ ସେ ପରିଚିତି ହାସଲ କରିଛନ୍ତି । Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.