Rabindra Kumar Dasଅଧ୍ୟାପକ ଡକ୍ଟର ରବୀନ୍ଦ୍ର କୁମାର ଦାସ ଭାଷାବିଜ୍ଞାନ, କୋଷବିଜ୍ଞାନ, ଉତ୍ତର-ସଂରଚନାବାଦୀ ସାହିତ୍ୟ ସମାଲୋଚନା ତଥା ଗଳ୍ପ, କବିତା ରଚନା କ୍ଷେତ୍ରରେ ରୁଚି ରଖନ୍ତି । 'ଶୈଳୀବିଜ୍ଞାନର ଆଲୋକରେ ଫକୀରମୋହନଙ୍କ ଉପନ୍ୟାସ', 'ପ୍ରାୟୋଗିକ ଶୈଳୀବିଜ୍ଞାନ', 'ଉତ୍ତର-ଆଧୁନିକ ସମାଲୋଚନାବାଦର କାଠଗଡ଼ାରେ ଓଡ଼ିଆ ସାହି୍ୟ', 'ପ୍ରାୟୋଗିକ ଉତ୍ତର-ସଂରଚନାବାଦ ବନାମ ଓଡ଼ିଆ ସାହିତ୍ୟ' ପ୍ରଭୃତି ତାଙ୍କର ପ୍ରକାଶିତ ପ୍ରସିଦ୍ଧ ସମାଲୋଚନା ଗ୍ରନ୍ଥ । 'ଅଦୃଶ୍ୟା ତମ ପାଇଁ', 'ଅଦୃଶ୍ୟାଙ୍କ ଚତୁର୍ଥ ପୃଥିବୀ' ପ୍ରଭୃତି ତାଙ୍କର ପ୍ରକାଶିତ ଗଳ୍ପ ପୁସ୍ତକ । ବିଶ୍ୱଭାରତୀ ଶାନ୍ତିନିକେତନର ଓଡ଼ିଆ ବିଭାଗରେ ଡ. ଦାସ ସଂପ୍ରତି ଅଧ୍ୟାପନାରତ । Read More Read Less
An OTP has been sent to your Registered Email Id:
Resend Verification Code
Hi! I'm Vidya, your virtual assistant.
Need a book recommendation, help with your order or support with any query? I’m here to assist you.