close menu
Bookswagon-24x7 online bookstore
close menu
My Account
Kanak Manjari Sahoo

Kanak Manjari Sahooଓଡ଼ିଆ ସାହିତ୍ୟ ବିଶେଷତଃ ଅନୁବାଦ କ୍ଷେତ୍ରରେ କନକ ମଞ୍ଜରୀ ସାହୁ ଏକ ଶ୍ରଦ୍ଧାସ୍ପଦ ନାମ। ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ଧରି ମୌଳିକ ଗଳ୍ପ, କବିତା, ପ୍ରବନ୍ଧ ଏବଂ ଭ୍ରମଣ କାହାଣୀ ଲେଖିବା ସହିତ ଅନୁସୃଜନ କର୍ମରେ ନିମଗ୍ନ ରହି ସେ ତାଙ୍କ ନିପୁଣତା ପ୍ରଦର୍ଶନ କରି ଚାଲିଛନ୍ତି। ମୌଳିକ ଗଳ୍ପ ପୁସ୍ତକ 'ଅ୍ତରାଗ' ଏବଂ 'ନିସ୍ତବ୍ଧ ପୃଥିବୀ' ସହିତ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ 'ଆବୁ ଖାଁର ଛେଳି', ବଙ୍ଗଳା ଭାଷାରୁ 'ଲାଲ୍ ଦଉଡ଼ି ଓ ଅନ୍ୟାନ୍ୟ କାହାଣୀ', ହିନ୍ଦୀରୁ 'କାଠଘର ଓ ଅନ୍ୟାନ୍ୟ ଗଳ୍ପ', ନିର୍ବାଚିତ ଗଳ୍ପ ସଙ୍କଳନ 'ଆଖିର ପରିଭାଷା', ଅନୁବାଦ ଭ୍ରମଣ କାହାଣୀ 'ଚୀନ୍]ରେ ସାତ ଦିନ' କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ 'ଲଘୁକଥା ସଂଗ୍ରହ', ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ 'ଦେଶ ବିଦେଶର ଲୋକକଥା', 'ନେପାଳୀ ସାହିତ୍ୟର ନିର୍ବାଚିତ କାହାଣୀ' ସଂସ୍କୃତର କାଳଜୟୀ ଗଳ୍ପ 'ବତ୍ରିଶ ସିଂହାସନ କଥା' ଇତ୍ୟାଦି ତାଙ୍କ ଉଲ୍ଲେଖନୀୟ କୃତି।ତାଙ୍କ ସାରସ୍ୱତ ପ୍ରତିଭାର ସ୍ୱୀକୃତିସ୍ୱରୂପ ସେ ପାଇଛନ୍ତି କାଠମାଣ୍ଡୁ(ନେପାଳ)ରୁ ଡଟର ଅଫ୍ ହିମାଳୟ ସମ୍ମାନ, ବେଜିଂ (ଚୀନ୍])ରୁ ସୃଜନଗାଥା ଅନୁବାଦ ସମ୍ମାନ, କଲୋମ୍ବା (ଶ୍ରୀଲଙ୍କା)ରୁ ସୃଜନସମ୍ମାନ ଡଟ୍ କମ୍ ଦ୍ୱାରା ଅନୁବାଦ ପୁରସ୍କାର, ଭୁବନେଶ୍ୱର ପୁସ୍ତକ ମେଳା ଶିଶୁ ସାହିତ୍ୟ ପୁରସ୍କାର, ରାଜଧାନୀ ପୁସ୍ତକ ମେଳା ଅନୁବାଦ ପୁରସ୍କାର,ଏକାମ୍ର ପୁସ୍ତକ ମେଳା ଅନୁବାଦ ପୁରସ୍କାର, ଝଙ୍କାର ଅନୁବାଦ ପୁରସ୍କାର, ଲେଖିକା ସଂସଦ ଅନୁବାଦ ପୁରସ୍କାର ଏମିତି ଅନେକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ ହୋଇଛନ୍ତି। Read More Read Less

4 results found
List viewGrid view
Sort By:
1.
Nadan Premam1 % NR
Publisher: Black Eagle Books
No Review Yet
₹1,281
₹1,268
Binding:
Paperback
Release:
25 Jul 2025
Language:
Oriya
International Edition
Ships within 10-12 Days Explain..
Free Shipping in India and low cost Worldwide.
2.
24ti Bharatiya Bhashara Nirbachita Galpa Sankalana1 % NR
Publisher: Black Eagle Books
No Review Yet
₹1,464
₹1,449
Binding:
Paperback
Release:
06 Oct 2024
Language:
Oriya
International Edition
Ships within 10-12 Days Explain..
Free Shipping in India and low cost Worldwide.
3.
SatyabhamaNR
Publisher: Black Eagle Books
No Review Yet
₹1,373
Binding:
Paperback
Release:
25 Feb 2022
Language:
Oriya
International Edition
Ships within 10-12 Days Explain..
Free Shipping in India and low cost Worldwide.
No more records found
ASK VIDYA